ଶାଧ ପୂରେଇବା
ଦେଖଣା
ଶାଧ ପୂରେଇବା
ଉଚ୍ଚାରଣ
[ସମ୍ପାଦନା]ଶାଧ ମିଟାଇବା, ଶାଧ ମିଟୋଇବା, ଶାଧ ମେଣ୍ଟ, (ଣ୍ଟେ)ଇବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଶାଧ ପୂରେଇବା
|
ଦେଶଜ - କ୍ରି.
[ସମ୍ପାଦନା]କୌଣସି ବ୍ୟକ୍ତିର ଚିରପୋଷିତ ଆକାଂକ୍ଷା ପୂରଣ କରିବା —To fulfil a long cherished desire or hankering of a person.