Jump to content

ଶାନ

ଉଇକିଅଭିଧାନ‌ରୁ

ଶାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶୋ ଧାତୁ+ଭାବ ଅନ)

[ସମ୍ପାଦନା]
୧. ତୀକ୍ଷ୍ମୀ କରଣ — ୧. Sharpening; whetting.
୨. (+କରଣ ଅନ)ଶାଣଯନ୍ତ୍ର —୨. Whet stone;grindstone.
୩. (+ଅଧି, ଅନ) କଷଟି ପଥର —୩. Touch- stone.

ଦେଶଜ - ବିଶେଷଣ -

[ସମ୍ପାଦନା]

ସାନ (ଦେଖ) - —Sāna