Jump to content

ଶାନ୍ତନବ

ଉଇକିଅଭିଧାନ‌ରୁ

ଶାନ୍ତନବ

ଉଚ୍ଚାରଣ

[ସମ୍ପାଦନା]
(ଶାନ୍ତନବୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶାନ୍ତନୁ+ଅପତ୍ୟାର୍ଥେ ଅ)

[ସମ୍ପାଦନା]
୧. ଶାନ୍ତନୁଙ୍କ ପୁତ୍ର; ଭୀଷ୍ମ —୧. Bhīshma.
୨. ମେଧାତିଥିଙ୍କ ପୁତ୍ର (ହିନ୍ଦୀ - ଶ) —୨. Son of Medhātithi.