ଶାନ୍ତମର୍ତ୍ତି
ଦେଖଣା
ଶାନ୍ତମର୍ତ୍ତି
ଉଚ୍ଚାରଣ
[ସମ୍ପାଦନା](ଶାନ୍ତରୂପ—ଅନ୍ୟରୂପ)
(ଶାନ୍ତରୂପା—ବିଶେଷଣ - ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଶାନ୍ତ+ମୂର୍ତ୍ତି; କର୍ମଧା)
[ସମ୍ପାଦନା]ସୌମ୍ୟରୂପ; ଯେଉଁ ରୂପକୁ ଦେଖିଲେ ମନରେ ଭୟ ଆଦି ଜାତ ନ ହୋଇ ଶାନ୍ତି ଜନ୍ମେ — Pleasing mien; a form which engenders calmness in the mind of the spectator.
ସଂସ୍କୃତ - ବିଶେଷଣ - ପୁଂ. ସ୍ତ୍ରୀ (ଶାନ୍ତମୂର୍ତ୍ତି ଯାହାର; ବହୁବ୍ରୀହି)
[ସମ୍ପାଦନା]ଯାହାର ମୂର୍ତ୍ତି ବା ରୂପ ସ୍ୱାଭାବିକ ଭବାରେ ଶାନ୍ତ ବା ସ୍ଥିର; ସୌମ୍ୟରୂପ ବିଶିଷ୍ଟ —Of placid or mild mien.