ଶାନ୍ତା
ଦେଖଣା
ଶାନ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ଶାନ୍ତ+ସ୍ତ୍ରୀ. ଆ)
[ସମ୍ପାଦନା]'ଶାନ୍ତ'ର ସ୍ତ୍ରୀଲିଙ୍ଗ —Feminine of Ṡānta.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (ନାମ) ଦଶରଥଙ୍କ କନ୍ୟା ଓ ଋଷ୍ୟଶୃଙ୍ଗ ମୁନିଙ୍କ ପତ୍ନୀ —୧. The daughter of king Daṡaratha and wife of sage Ṛushysṛuṅga
[ଦ୍ରଷ୍ଟବ୍ୟ —ଏ ଦଶରଥଙ୍କ ସଖା ଅଙ୍ଗ ଦେଶର ରାଜା ଲୋମପାଦଙ୍କ ଘରେ ତାଙ୍କର ପୋଷ୍ୟ ପୁତ୍ରିକା ରୂପେ ପ୍ରତିପାଳିତା ହୋଇଥିଲେ ଓ ତାହାଙ୍କ ଇଚ୍ଛାନୁରୂପେ ଋଷ୍ୟଶୃଙ୍ଗଙ୍କ ସରେ ପରିଣୀତା ହୋଲଥିଲେ ]
- ୨. ରେଣୁକା ନାମକ ରନ୍ଧଦ୍ରବ୍ୟ (ହିନ୍ଦୀ - ଶ) —୨. Piper Aurantiacum.
- ୩. ଦୂର୍ବା (ହିନ୍ଦୀ - ଶ) — ୩. Creeping grass.
- ୪. ଶମୀ (ହିନ୍ଦୀ - ଶ) — ୪. Spung tree.
- ୫. ଅଅଁଳା (ହିନ୍ଦୀ - ଶ) — ୫. Embelic myrobalan.
- ୬. ସଙ୍ଗୀତର ଶ୍ରୁତି ବିଶେଷ —୬. Name of a Ṡrutii in music.