ଶାନ୍ତିକର
ଦେଖଣା
ଶାନ୍ତିକର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶାନ୍ତି+କୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶାନ୍ତିଜନକ; ଯୀହା ଶାନ୍ତି ଜନ୍ମାଏ —୧. Producing peace.
- ୨. ଶାନ୍ତିପ୍ରଦ; ଯାହା ଶାନ୍ତିପ୍ରଦାନକରେ — ୨. Giving peace or calmness.
- ୩. ତୃପ୍ତିକର; ତୃପ୍ତିପ୍ରଦ —୩. Satisfying.
- ୪. ଚିତ୍ତସ୍ଥୈର୍ଯ— ସମ୍ପାଦନକାରୀ —୪. Producing tranquility of mind.
- ୫. ବିଘ୍ନବିନାଶକ —୫. Averting or dispelling obstacles.
- ୬. ମଙ୍ଗଳପ୍ରଦ — ୬. Producing bliss.