Jump to content

ଶାନ୍ତିକର ଦେବ

ଉଇକିଅଭିଧାନ‌ରୁ

ଶାନ୍ତିକର ଦେବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉତ୍କଳର ଭୌମ ବଂଶର ଜନୈକ ରାଜା —A king of the Bh&aline;&uline;ma dynasty of ancient utkal.

[ଦ୍ରଷ୍ଟବ୍ୟ —ପ୍ରବଳ— ପରାକ୍ରମ ଭୌମାନ୍ନୟରେ ଦୁଇଜଣ ଶାନ୍ତିକରଙ୍କର ନାମ

ଦେଖାଯାଏ ପ୍ରଥମ ଶାନ୍ତିକରଙ୍କର ୯୩: ସମ୍ୱତ୍ରେ ଲିଖିତ ଗୋଟିଏ ଶିଳାଲେଖ ଧଉଳୀ ପର୍ବତର ଗୋଟିଏ ଗୁମ୍ଫାରେ ବିଦ୍ୟମାନ ଏହାକୁ ଚୁପ୍ତାଦ୍ଦ ବୋଲି ଗ୍ରହଣ କଲେ ତାଙ୍କ ରାଜତ୍ୱ ସମୟ ୪୧୩: ଖ୍ରୀଷ୍ଟାଦ୍ଦ ବା ୫ମ ଶତାଦ୍ଦୀର ପ୍ରଥମ ପାଦରେ ପଡ଼େ ଏହାଙ୍କର ଅପର ନାମ ଗୟାଡ଼ ବା ଲଳିତହାର ଦ୍ୱିତୀୟ ଶାନ୍ତିକଭଙ୍କର ଅପର ନାମ ଗୟା଼ଡ ବା ଲୋଣଭାର ଲେଖକ—କେଦାରନାଥ ମହାପାତ୍ର]