Jump to content

ଶାନ୍ତିଦ

ଉଇକିଅଭିଧାନ‌ରୁ

ଶାନ୍ତିଦ

ଉଚ୍ଚାରଣ

[ସମ୍ପାଦନା]

ଶାନ୍ତିଦାତା, ଶାନ୍ତିଦାୟକ, ଶାନ୍ତିଦାୟୀ—ଅନ୍ୟରୂପ

ଶାନ୍ତିଦା, ଶାନ୍ତଦାତ୍ରୀ, ଶାନ୍ତିଦାୟିକା, ଶାନ୍ତିଦାୟିନୀ—ସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶାନ୍ତି+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯାହା ବା ଯେ ଶାନ୍ତିଦାନ କରେ —Giving peace, calmness or tranquility.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁ (ହିନ୍ଦୀ - ଶ) — Bishṇu.