ଶାନ୍ତିପୁର
ପୂର୍ବ ବଙ୍ଗର ଗ୍ରାମ ବିଶେଷ —Name of a Village in East Bengal Famous for fine cotton cloths.
[ଦ୍ରଷ୍ଟବ୍ୟ —ଏଠାରେ ତନ୍ତିମାନେ ସରୁ ସୁତାର ଲୁଗା ବୁଣିବା ପାଇଁ ବିଖ୍ୟାତ ]