Jump to content

ଶାନ୍ତି କରିବା

ଉଇକିଅଭିଧାନ‌ରୁ

ଶାନ୍ତି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସାନ୍ତନାଦେବା; ତୃପ୍ତ କରିବା — ୧. To satiate

(ଉ—ସବୁ ନୃପେ କୃଷ୍ଣଙ୍କୁ କରାଇଲେ ଶାନ୍ତି—କୃଷ୍ଣସିଂହ ମହାଭାରତ ବନ)

୨. ସ୍ଥିର କରିବା — ୨. To calm.