Jump to content

ଶାନ୍ତି ଜଳ

ଉଇକିଅଭିଧାନ‌ରୁ

ଶାନ୍ତି ଜଳ

ଉଚ୍ଚାରଣ

[ସମ୍ପାଦନା]

(ଶାନ୍ତିବାରି—ଅବ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଶାନ୍ତି ଆନୟନ କରିବା ଉଦ୍ଦେଶ୍ୟରେ ବ୍ୟବହୃତ ଜଳ; ମଧ୍ୟପଦଲୋପୀ)

[ସମ୍ପାଦନା]
୧. ପୂଜା, ଯଜ୍ଞ, ହୋମ, ପ୍ରାୟଶ୍ଚିତ୍ତାଦି କର୍ମ ଶେଷରେ ଏବଂ ମୃତାହର ୧୧: ଦିନ ଯେଉଁ ମନ୍ତ୍ରପୂତ ଜଳ କର୍ମକର୍ତ୍ତା ଓ ପାରିବାରିକ ବ୍ୟକ୍ତିମାନଙ୍କ ଉପରେ ସେଚନ କରାଯାଏ —୧. Consecretated water sprinkled on persons on the completion of certain rituals and obsequies.
୨. (ଶାନ୍ତିରୂପକ ଜଳ; ରୂପକ କର୍ମଧା)—ଜଳ ସଙ୍ଗେ ଉପମା ଦିଆଯିବା ଶାନ୍ତି —୨. Peace compared with or to water.