ଶାନ୍ତି ପାତ୍ର
=== ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)
ଯେଉଁ ପାତ୍ରରେ ଶାନ୍ତିଜଳ ରଖାଯାଏ (ହିନ୍ଦୀ - ଶ) —A cup in which Ṡāntijaḻa is kept.