Jump to content

ଶାନ୍ତି ବାଚନ

ଉଇକିଅଭିଧାନ‌ରୁ

ଶାନ୍ତି ବାଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୈଦିକ କର୍ମାଦିର ଅନୁଷ୍ଠାନ ସମାପ୍ତିବେଳେ ଶାନ୍ତ୍ୟୁଦକ ସେଚନ ସମୟରେ ଯେଉଁ ବୈଦିକମନ୍ତ୍ର ପାଠ କରାଯାଏ —୧. A vedic formula recited when the consecreated Sāntyudaka (lit. place bestowing water) is sprinkled over the performer of a vedic rite to avert evil.

[ଦ୍ରଷ୍ଟବ୍ୟ —ଯଜର୍ବେଦୀୟ ଶାନ୍ତିବାଚନର ବୈଦିକ ସୂକ୍ତ ଏହିପରି—

ଓଁ ଭଦ୍ରଂକର୍ଣ୍ଣେଭିଃ ଶୃଣୁୟାମଦେବା ଭଦଂପଶ୍ୟେମାକ୍ଷଭି ଯର୍ଯତ୍ରା ସ୍ଥିରୈ ରଙ୍ଗୈସ୍ତୁଷ୍ଟ ବାଗୁଁ ସସ୍ତନୁର୍ଭର୍ବ୍ୟସେମ ଦେବହିତଂ ଯଦାୟୁଃ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ଓଁ ଶାନ୍ତିରେବ ଶାନ୍ତିଃ ] 
୨. ଗ୍ରହ, ପ୍ରେତବାଧା, ପାପ ଆଦିରୁ ଉତ୍ପନ୍ନ ଅମଙ୍ଗଳକୁ ଦୂର କରିବାପାଇଁ ମନ୍ତ୍ରପାଠ (ହିନ୍ଦୀ - ଶ) — ୨. Incantations uttered to drive away evil due to planets ghosts and sin.
୩. ଶାନ୍ତି ଏହି ଶବ୍ଦ ଉଚ୍ଚାଣଣ; ଶାନ୍ତି ହେଉ, ଏହା ଆଶୀର୍ବାଦସୂଚକ ଶବ୍ଦର ଉଚ୍ଚାରଣ — ୨. The pronouncement of the benedictory sentence 'Let there be peace'.

(ଉ—ଇଷ୍ଟମନ୍ତ୍ର ରୂପେ ସ୍ୱାମୀଙ୍କ ନାମ ପ୍ରେମେ ଜପି କରି ଶାନ୍ତିବାଚନ—କବିତାବଳୀ. ମଧୁସୂଦନ)