ଶାନ୍ତି ସ୍ଥାପନ
ଦେଖଣା
ଶାନ୍ତି ସ୍ଥାପନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍)
[ସମ୍ପାଦନା]- ୧. ଅଶାନ୍ତି ଦୂରୀକରଣ — ୧. Establishing peace in a place; restoring the calm.
- ୨. ଯୁଦ୍ଧ ପରେ ସନ୍ଧି ସ୍ଥାପନ — ୨. Making of peace; (comba-tants) entering into a treaty of peace.
- ୩. ଅରାଜକ ଦେଶରେ ଶାନ୍ତି ସ୍ଥାପନ —୩. Restoring peace in a kingdom after anarchy.