Jump to content

ଶାନ୍ତ ରସ

ଉଇକିଅଭିଧାନ‌ରୁ

ଶାନ୍ତ ରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

କାବ୍ୟର ନଅଗୋଟି ରସ ମଧ୍ୟରୁ ଏକ— ତମ ରସ —One of the ୯ sentiments in literature; the sentiment of calmness or tranquility.

[ଦ୍ରଷ୍ଟବ୍ୟ —ଏହି ରସର ସ୍ଥାୟୀଭାବ ନିର୍ବେଦ (କାମ କ୍ରୋଧାଦି ବେଗର ଶମନ) ଏ ରସରେ ସଂସାରର ଅନିତ୍ୟତା, ଦୁଃଖପୂର୍ଣ୍ଣତା, ଅସାରତା ଆଦିର ଜ୍ଞାନ, ଅଥବା ପରମାତ୍ମାଙ୍କ ସ୍ୱରୁପ ଆଲମ୍ୱନ ଅଟେ; ତପୋବନ ଋଷି ଆଶ୍ରମ, ରମଣୀୟ ତୀର୍ଥଦି, ସାଧୁସଙ୍ଗ ଆଦି ଏଥିର ଉଦ୍ଦୀପନ; ରୋମାଞ୍ଚ ଆଦି ଏଥିର ଅନୁଭାବ; ନିର୍ବେଦ, ହର୍ଷ, ସ୍ମରଣ ମତି ଓ ଦୟା ଆଦି ଏଥିର ସଚାରୀ ଭାବ ଶାନ୍ତରସକୁ କେହି କେହି ପଣ୍ଡିତ ରସ ମଧ୍ୟରେ ଗଣନ୍ତି ନାହିଁ—ହିନ୍ଦୀ - ଶ ]