Jump to content

ଶାନ୍ତ ଶୀଳ

ଉଇକିଅଭିଧାନ‌ରୁ

ଶାନ୍ତ ଶୀଳ

ଉଚ୍ଚାରଣ

[ସମ୍ପାଦନା]
(ଶାନ୍ତଶୀଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଶାନ୍ତ+ଶୀଳ; କର୍ମଧା)

[ସମ୍ପାଦନା]

ଧୀରସ୍ୱଭାବ; ସତ୍ପ୍ରକୃତି — Mild nature; good nature.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶନ୍ତଶୀଳ ଯାହାର, ବହୁବ୍ରୀହି)

[ସମ୍ପାଦନା]

ସତ୍ସ୍ୱଭାବ ସଂପନ୍ନ, ଧୀର ପ୍ରକୃତିକ —Of good nature; mild natured.

[ଉ—ଦୁଷ୍ଟ ହୋଇଥିଲେ ଶାନ୍ତ— ଶୀଳ ହୋଇଯିବ—ପ୍ରାଚୀ. ବହ୍ମନିରୂପଣଗୀତା ]