ଶାନ୍ତ ସ୍ୱଭାବ
ଧୀର ପ୍ରକୃତି — Mild nature.
(ଶାନ୍ତସ୍ୱଭାବା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ—
(ଶାନ୍ତ ସ୍ୱଭାବ ଯାହାର, ବହୁବ୍ରୀହି) ===
ଅନୁଦ୍ଧତ ପ୍ରକୃତିବିଶିଷ୍ଟ; ଧୀରପ୍ରକୃତିକ —Of meek or placid nature.