ଶାପାନ୍ତ
(ଶାପାବସାନ—ଅନ୍ୟରୂପ)
ଅଭିଶାପର ଫଳଭୋଗ କରିବା ସମୟର ସୀମା ଅତିକ୍ରାନ୍ତ ହେବା — The end of the time-limit fixed for undergoing the evil effects of a curse.