Jump to content

ଶାପାସ୍ତ୍ର

ଉଇକିଅଭିଧାନ‌ରୁ

ଶାପାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ରୂପକ) ବିପକ୍ଷ ପ୍ରତି ଅସ୍ତ୍ରରୂପେ ବ୍ୟବହୃତ ଅଭିଶାପ — Curse compared to a weapon.
୨. (ବହୁବ୍ରୀହି)—ଯେଉଁ ବ୍ୟକ୍ତି ରୁଷ୍ଟ ହେଲେ ଅସ୍ତ୍ର ପ୍ରୟୋଗ ନ କରି ଶାପ ପ୍ରୟୋଗ କରେ (ହିନ୍ଦୀ - ଶ) — A person who uses curse as his
weapon of offence.
୩. ମୁନିବିଶେଷ (ହିନ୍ଦୀ - ଶ.) ୩. Name of a sage.