ଶାପୋଦ୍ଧାର
ଦେଖଣା
ଶାପୋଦ୍ଧାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. [[ (୫ମୀ ତତ୍)—ଶାପ ମୋଚନ (ଦେଖ) - — ୧. Sāpamochana (See)
- ୨. କୌଣସି ଦେବତାଙ୍କ ସ୍ତୋତ୍ର ପ୍ରତି ପୂର୍ବରୁ ଦିଆ ଯାଇ— ଥିବା ଶାପର ମନ୍ଦଫଳରୁ ଉକ୍ତ ସ୍ତୋତ୍ରକୁ ମନ୍ତ୍ରପ୍ରୟୋଗପୂର୍ବକ ମୁକ୍ତ କରିବା — ୬. Freeing a prayer (on which a curse has been pronounced) from th effects of a curse; by pronouncing a prescribed formula.
[ଦ୍ରଷ୍ଟବ୍ୟ — କେତେକ ଦେବ ଦେବୀକୁ ସ୍ତୋତ୍ରକୁ ଶାପୋଦ୍ଧାର ନ କରି ପାଠ କଲେ ଶାପଗ୍ରସ୍ତ ସ୍ତୋତ୍ରର ପାଠଦ୍ୱାରା ଈପ୍ସିତ ଫଳ— ପ୍ରାପ୍ତି ଘଟେ ନାହିଁ ]