ଶାପ ଦେବା
(ଶାପ ପକା[କେ]ଇବା—ଅନ୍ୟରୂପ)
କୌଣସି ବ୍ୟକ୍ତିର ଅନିଷ୍ଟ ଘଟିବ ବୋଲି କହି ଅଭିସମ୍ପାତ କରିବା — To cures; to pronounce a curse.