Jump to content

ଶାପ ମୋଚନ

ଉଇକିଅଭିଧାନ‌ରୁ

ଶାପ ମୋଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (୫ମୀ ତତ୍)

[ସମ୍ପାଦନା]

ଶାପୋଦ୍ଧାର; ମନ୍ତ୍ର ଓ ଉପା— ସନାଦିଦ୍ୱାରା ଅଭିଶପ୍ତ ବ୍ୟକ୍ତିର ଶାପର ଫଳ ଭୋଗରୁ ଅବ୍ୟାହିତ ପ୍ରାପ୍ତି —Release from undergoing the effects of a curse (as a result of mystic incantation and prayers).