Jump to content

ଶାବକ

ଉଇକିଅଭିଧାନ‌ରୁ

ଶାବକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶବ ଧାତୁ=ଗମନ କରିବା+କର୍ତ୍ତୃ,ଅ+ସ୍ୱାର୍ଥେକ

[ସମ୍ପାଦନା]
୧. ଶିଶୁ —୧. Infant.
୨. ପଶୁପକ୍ଷୀ ଅଙ୍କ ଶିଶୁ; ଛୁଆ — ୨. Young one of animals (beasta and birds).
୩. ଝାଉଁ ଗଛ [ହିନ୍ଦୀ - ଶ.] — ୩. Aspen tree.