ଶାବରି
ଦେଖଣା
ଶାବରି
ଉଚ୍ଚାରଣ
[ସମ୍ପାଦନା]ଶାବରି ଚମ, ଶାବରି ଚମଡ଼ା—ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଶାବରି
|
ଦେଶଜ - ବି (ସଂସ୍କୃତ - ସାବରୀ)
[ସମ୍ପାଦନା]ଖୁବ୍ ପତଳା ଓ ନରମା ହୋଇ ତିଆର କରା ଯାଇଥିବା ଚମଡ଼ା —Chamois leather; tanned and polished fine leather.
[ଦ୍ରଷ୍ଟବ୍ୟ — ସାଧାରଣତଃ ଏହା ମେଣ୍ଢା ବା ଛେଳି ଛୁଆଙ୍କ ଚମଡ଼ା ଓ ସାମଏ (chamois) ନାମକ ଇଉରୋପୀୟପାର୍ବତ୍ୟ ମୃଗର ଚମଡ଼ାରୁ ତିଆରି ହୁଏ ଏଥିଦ୍ୱାରା ସୂକ୍ଷ୍ମ ଧାତୁ ଦ୍ରବ୍ୟ,ପ୍ରଚକ୍ଷୁ ବାଚ ଆଦି ପାଲିସ୍ ଓ ନିର୍ମଳ କରାଯାଏ]