ଶାବଲ୍ୟ
ଦେଖଣା
ଶାବଲ୍ୟ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବି—(ଶବଳ+ଭାବ ଯ)
- ୧. ନାନା ବର୍ଣ୍ଣ ବିଶିଷ୍ଟତା — ୧. Mixture of different colours; the state of being multicoloured.
- ୨. ଏକ ସଙ୍ଗେ ବହୁ ବିଭିନ୍ନ ବସ୍ତୁର ମେଳ (ହିନ୍ଦୀ - ଶ.) —୨. Assemblage of many things of different colours.