Jump to content

ଶାବଳ ମାରିବା

ଉଇକିଅଭିଧାନ‌ରୁ

ଶାବଳ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପାନବରଜ ପ୍ରଥମରେ ବସାଇଲାବେଳେ କ୍ଷେତ୍ରରେ ମାଟି ପକାଇ ମାଟିକୁ ଉତ୍ତମରୂପେ ଚଷି ସମତୁଲ କରିବା ପରେ ପ୍ରଥମରେ ରୋପିତ ପାନ ଲତାକୁ ପୋତିବା ପାଇଁ କ୍ଷେତ୍ରର କେନ୍ଦ୍ରରେ ଗୋଟିଏ ଗାତ କରିବାକୁ ଶାବଳକୁ ଭଭୂମିରେ ବସାଇବା

[ଦ୍ରଷ୍ଟବ୍ୟ —ଶାବଳ ମାରି ପ୍ରଥମ ପାନଲତା ରୁଆ ହେବା ପରେ ସେ କ୍ଷେତ୍ରରେ ଅନ୍ୟ ସବୁ ଲତା ପୋତାଯାଏ]

୨. ଭୂମିରେ ବା ପଥର ସନ୍ଧିରେ ଶାବଳକୁ ଜୋର୍ରେ ଭର୍ତ୍ତି କରିବା