Jump to content

ଶାବେଳିଆ

ଉଇକିଅଭିଧାନ‌ରୁ

ଶାବେଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛୋଟ ଶାବଳ —୧. Small crow-bar.
୨. ଗଞ୍ଜାମର ରମ୍ଭା ନିକଟସ୍ଥ ଚିଲିକା ତୀରସ୍ଥ ମତ୍ସ୍ୟଜୀବୀ ମାନଙ୍କ ଗ୍ରାମ ବିଶେଷ —୨. Name of a small village of fishermen on the shore of the Chilika lake near Rambhā
୩. ଝରଝମ୍ପା (ଦେଖ) - ଆରଣ୍ୟ ତରୁ ବିଶେଷ —୩. A sort of wild tree.