Jump to content

ଶାବ୍ଦୀ ବ୍ୟଞ୍ଜନା

ଉଇକିଅଭିଧାନ‌ରୁ

ଶାବ୍ଦୀ ବ୍ୟଞ୍ଜନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି

[ସମ୍ପାଦନା]

ଶବ୍ଦର ଯେଉଁ ବ୍ୟ଼ଞ୍ଜନା ବୃତ୍ତିଦ୍ୱାରା ମୁଖ୍ୟାର୍ଥ ଓ ଲକ୍ଷ୍ୟାର୍ଥ ଛଡ଼ା ଅନ୍ୟ ଗୋଟିଏ ଅର୍ଥ ବୋଧ— ହୁଏ —The power of some words to convey a meaning quite apart for the derivative and figurative meanings.

[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାର:—ଅଭିଧାମୂଳକ ଶାବ୍ଦୀବ୍ୟଞ୍ଜନ; ଲକ୍ଷଣା ମଳକ ଶାବ୍ଦୀ ବ୍ୟଞ୍ଜନା ବ୍ୟଞ୍ଜନାବୃତ୍ତ ତଳେ ଟୀକା ଦେଖ ]