ଶାବ୍ୱିକ
ଦେଖଣା
ଶାବ୍ୱିକ
ଉଚ୍ଚାରଣ
[ସମ୍ପାଦନା](ଶାବ୍ଦିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ (ଶଦ୍ଦ+ସମ୍ୱନ୍ଧେ ଇକ)
[ସମ୍ପାଦନା]- ୧. ଶବ୍ଦସମ୍ୱନ୍ଧୀୟ — ୧. Relating to Ṡabda
- ୨. (+ଜ୍ଞାତାର୍ଥେ. ଇକ) ଶବ୍ଦଶାସ୍ତ୍ରବିଦ୍ — ୨. Versed in the science of words.
- ୩. ବୈୟାକରଣିକ —୩. Versed in grammar
- ୪. ଶବ୍ଦାଡ଼ମରପ୍ରିୟ —୪. Grandiloquent; fond of bombast.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଶବ୍ଦ ଶାସ୍ତ୍ରଜ୍ଞ ବ୍ୟକ୍ତି — ୧. A master of words.
- ୨. ବୈୟାକରଣିକ —୨. A grammarian.