ଶାମ
ଦେଖଣା
ଶାମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି—୧ (ଶମଧାତୁ ଣଚ୍ ଶିମି ଧାତୁ=ଶାନ୍ତି ହେବା+ ଭବ. ଅନ୍=ଶାମନ;୧ମା. ୧ବ)
[ସମ୍ପାଦନା]ମେଳ;ସଭାବ; ବନ୍ଧୁତା —Conciliation ; friendly terms.
[ଦ୍ରଷ୍ଟବ୍ୟ — ଶାମ. ଦାନ .ଦଣ୍ଡଭେଦ ଏହି ରାଜନୀତ ଚତୁଷ୍ଟ ମଧ୍ୟରୁ ଶାମ ପ୍ରଥମ]
- ୨. ସାମଗାନ (ହିନ୍ଦୀ - ଶ) —୨. Hymn of the sāma Beda.
ଦେଶଜ - ବି
[ସମ୍ପାଦନା]- ୧. (ସଂସ୍କୃତ - ଶ୍ୟାମ) ଶ୍ୟାମଚରଣ, ଶ୍ୟାମସୁନ୍ଦର ଆଦିଙ୍କ ଡ଼ାକ ନାମ —୧. Name for calling persons named Ṡyāma charaṇa etc.
- ୨. କଳଙ୍କ —୨. Stain.
(ଉ— ତପନ ବୋଲିବେ ଶଶଧର ପ୍ରାୟେ ଲଗାଇଲେ ମୋତେ ଶାମ ବିଶ୍ୱନାଥ—ବିଚ୍ରିତ ପାମାୟଣ)
ଦେଶଜ - ବିଶେଷଣ -
[ସମ୍ପାଦନା]ଶ୍ୟାମଳ (ଦେଖ) - —Ṡyāmaḻa (See)