Jump to content

ଶାମଣା

ଉଇକିଅଭିଧାନ‌ରୁ

ଶାମଣା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]

ଢିପ ବିଲମାନଙ୍କରେ ଉଠିବା ଏକ ପ୍ରକାର ଘାସ —A kind of hardy reed growing on high cornfields.

[ଦ୍ରଷ୍ଟବ୍ୟ — ଏହାର ଶସ୍ୟ କୋଦୁଅ ପରି; ଏଥିର ବୀଜ ସହେଜେ କ୍ଷେତରୁ ଲୁପ୍ର ହୁଏ ନାହିଁ ]