Jump to content

ଶାମନ

ଉଇକିଅଭିଧାନ‌ରୁ

ଶାମନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶାମି ଧାତୁ+ଭାବ ଅନ)

[ସମ୍ପାଦନା]
୧. ଶାନ୍ତି —୧. Peace;tranqiulity.
୨. ମାରଣ; ବଧ —୨. Killing;slaughter.
୩. (+କର୍ତ୍ତୃ.ଅନ) ଯମ —୩. The God of death.

ସଂସ୍କୃତ - ବିଣ—(ଶମନ+ଅ)

[ସମ୍ପାଦନା]

ଯମ ସମ୍ୱନ୍ଧୀୟ — Relating to Jama.