ଶାମନୀ
ଦେଖଣା
ଶାମନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଶମନ+ଅ+ସ୍ତ୍ରୀ ଈ)
[ସମ୍ପାଦନା]ଶାମନର ସ୍ତ୍ରୀଲିଙ୍ଗ — Feminine of Ṡāmana.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (ଶମନଙ୍କ ଅନୂଷ୍ଠିତ ଦିକ୍) ଦକ୍ଷିଣ ଦିଗ —୧. The South.
- ୨. (ଶାମନ+ଈ) ଶାନ୍ତି;ସ୍ତବ୍ଧତା (ହିନ୍ଦୀ - ଶ) ୨. Tranquility; stillness.
- ୩. ଅନ୍ତ;ସମାପ୍ତି —୩. End; completion.
- ୪. ବଧ; ହତ୍ୟା (ହିନ୍ଦୀ - ଶ) ୪. Slaughter.