ଶାମ୍ଭବ
ଦେଖଣା
ଶାମ୍ଭବ
ଉଚ୍ଚାରଣ
[ସମ୍ପାଦନା](ଶମ୍ଭବୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ (ଶମ୍ଭୁ+ସମ୍ୱନ୍ଧ, ଉପାସକାଦି ଅର୍ଥରେ ଅ)
[ସମ୍ପାଦନା]ଶିବ ସମ୍ୱନ୍ଧୀୟ — Relating to Ṡiba.
ବିଶେଷ୍ୟ -
[ସମ୍ପାଦନା]- ୧. ଶୈବ; ଶିବ ଉପାସକ —୧. A worshipper of ṡiba.
- ୨. ଶମ୍ଭ ପୁତ୍ର —୨. The son of Ṡiba.
- ୩. (ବୈଦ୍ୟକ) ଦେବଦାରୁ ବୃକ୍ଷ — ୩. The pine; the ceder tree; pinus Longifolius.
- ୪. ଗୁଗ୍ଗୁଳ —୪. Bedellium.
- ୫. କର୍ପୂର —୫. Camphor.
- ୬. ଶିବମଲ୍ଲିକା ବୃକ୍ଷ (ହିନ୍ଦୀ - ଶ); ଅଗସ୍ତି ଗଛ — ୭. Sesbanfa Grandiflora tree.