Jump to content

ଶାମ୍ଭବୀ

ଉଇକିଅଭିଧାନ‌ରୁ

ଶାମ୍ଭବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶମ୍ଭୁ+ଈ)

[ସମ୍ପାଦନା]
୧. ଭବାନୀ; ଦୁର୍ଗା; ପାର୍ବତୀ — ୧. Durgā pārbatī.
୨. ନୀଳଦୁର୍ବା — ୨. A sort of blue grass; Panicum Dactylon.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଶାମ୍ଭବର ସ୍ତ୍ରୀଲିଙ୍ଗ —Feminine of Ṡāmbhaba.