Jump to content

ଶାମ୍ୟ

ଉଇକିଅଭିଧାନ‌ରୁ

ଶାମ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଉପଶାନ୍ତ; ଶାନ୍ତ ଶ ତଳ —Pacified.

[ଉ— ଏମନ୍ତେ ପ୍ରଭୁ ବଳରାମ ଯାଦବ ବଳକରି ଶାମ୍ୟ— ଜଗନ୍ନାଥ. ଭାଗବତ]

ସଂସ୍କୃତ - ବିଶେଷ୍ୟ - (ଶମ+ଯ)

[ସମ୍ପାଦନା]
୧. ଶମତା ବା ଶାନ୍ତିର ଭାବ (ହିନ୍ଦୀ - ଶ) —୧. Conciliation; pacification.
୨. ବନ୍ଧୁତା; ଭାଇଚାରାପଣ (ହିନ୍ଦୀ - ଶ) — ୨. Reletionship; kinship.
୩. ଶାନ୍ତି (ହିନ୍ଦୀ - ଶ) —୩. Peace; tranquility.