ଶାମ୍ୱରୀ
ଦେଖଣା
ଶାମ୍ୱରୀ
ଉଚ୍ଚାରଣ
[ସମ୍ପାଦନା](ଶାମ୍ୱରୀ ବିଦ୍ୟା—ଅନ୍ୟରୁପ)
ସଂସ୍କୃତ - ବିଶେଷ୍ୟ - (ଶମ୍ୱର=ଅସୁର ବିଶେଷ+ତତ୍ କୃତାର୍ଥେ. ଅ+ ସ୍ତ୍ରୀ. ଈ)
[ସମ୍ପାଦନା]- ୧. ମାୟା —୧. Illusion.
- ୨. କୁହୁକ ବିଦ୍ୟା; ଇନ୍ଦ୍ରଜାଲ; ମାୟା ବିଦ୍ୟା —୨. Magic; sorcery; the black art.
[ ଦ୍ର—କଥିତ ଅଛି ଯେ ଶମର ଦୈତ୍ୟ ପ୍ରଥମେ ଇନ୍ଦ୍ର— ଜାଳର ପ୍ରୟୋଗ କରିଥିଲା—ହିନ୍ଦୀ - ଶ ]
- ୩. (ସ୍ତ୍ରୀ) ଯାଦୁଗର ସ୍ତ୍ରୀ; କୁହୁକୁନୀ (ହିନ୍ଦୀ - ଶ) —୩. A female magician.
- ୪. ଏକପ୍ରକାର ଚନ୍ଦନ; ଶାମ୍ୱର ଚନ୍ଦନ (ହିନ୍ଦୀ - ଶ) —୪. A kind of sandal wood
- ୫. ଲୋଧ (ହିନ୍ଦୀ - ଶ) —୫. Simplocus Race mosus.
- ୬. ମଷାକାନୀ ଲତା (ହିନ୍ଦୀ - ଶ) —୬. A kind of wild creeper.