Jump to content

ଶାରଗୁଣି

ଉଇକିଅଭିଧାନ‌ରୁ

ଶାରଗୁଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଶାଗୁଣି ଘାସ, ଶାର୍ଗୁଣି ଘାସ, ଶାର୍ବଣା(ଣି)ଅନ୍ୟରୂପ

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶ୍ରାବଣ)

[ସମ୍ପାଦନା]

ଶାରଦ ଧାନ କିଆରିରେ ଜନ୍ନିତା ଏକ ପ୍ରକାର ଲତାଘାସ —A kind of creeping weed growing in paddy fields.

[ଦ୍ରଷ୍ଟବ୍ୟ — ଏହାର ପତ୍ର ବାଉଁଶ ପତ୍ର ପରି ଏ ଘାସକୁ କିଆରିରୁ ଓପାଡ଼ିଲେ ଏହାର ଅଗ ଛିଣ୍ତି ଆସେ ଓ ମୂଳ କିଆରିରେ ରହି ପୁଣି କଅଁଳେ ଓ ଧାନ କିଆରିଯାକ ମାଡ଼ି ଧାନ ଗଛକୁ ନଷ୍ଟ କରିଦିଏ ଏହାକୁ ସମ୍ୱଲପୁର ଅଞ୍ଚଳରେ ଶର୍ବନା ବୋଲି କହନ୍ତି ]