Jump to content

ଶାରଙ୍ଗୀ

ଉଇକିଅଭିଧାନ‌ରୁ

ଶାରଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]

[ଶାରି(ରେ)ଙ୍ଗୀ—ଦେ ରୂପ]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ଶାରଙ୍ଗ=ଭୃଙ୍ଗ+ଈ; ଏହାର ଶଦ୍ଦ ଭୃଙ୍ଗର ଝଙ୍କାର ପରି ଥିବାରୁ)

[ସମ୍ପାଦନା]

ତାରଯୁକ୍ତ ବାଦ୍ୟଯନ୍ତ୍ର ବିଶେଷ ଏକ ପ୍ରକାର ବେହେଲା —A sort of stringed musical instrument; A kind of lute.

[ଦ୍ରଷ୍ଟବ୍ୟ —ବୀଣାର ତନ୍ତ୍ରମାନ କରାଙ୍ଗଳିଦ୍ୱାରା ବାଦିତ ହୁଏ, କିନ୍ତୁ ଶାରଙ୍ଗୀର ତନ୍ତ୍ରମାନ ବେହେଲାର ଛଡ଼ି ପରି ଧନୁସାକାର ଯଷ୍ଟି ଘର୍ଷଣରେ ବାଦିତ ହୁଏ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶାରଙ୍ଗବାଦ୍ୟ ବାଦକ —A person who plays on the 'Ṡāraṅgi' instrument.