Jump to content

ଶାରଙ୍ଗ ଯୋଡ଼ି

ଉଇକିଅଭିଧାନ‌ରୁ

ଶାରଙ୍ଗ ଯୋଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଟକର ଦକ୍ଷିଣସ୍ଥ ଗୋଟିଏ କ୍ଷୁଦ୍ରଗ୍ରାମ ୧. Name of a village to the south of Cuttack.

[ଦ୍ରଷ୍ଟବ୍ୟ —ଏଠାରେ ଓଡ଼ିଶା ରାଜାଙ୍କର ନଅରର ଭଗ୍ନାବିଶେଷ ଦେଖାଯାଏ]

୨. ପୁରୀ— ଜିଲ୍ଲାର ଗ୍ରାମ ବିଶେଷ —୨. Name of a village in the district of Puri.