ଶାରଦା ବିଲ୍
ଦେଖଣା
ଶାରଦା ବିଲ୍
ଉଚ୍ଚାରଣ
[ସମ୍ପାଦନା](ଶାରଦା ଆଇନ୍—ଦେଶଜ - ରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶାରଦା ବିଲ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ହରବିଳାସ ଶାରଦାଙ୍କ ପ୍ରଣୀତ ୧୯୨୮:ର ବାଲ୍ୟବିବାହ ନିରୋଧ ଆଇନ — Imperial Act ୧୯ of ୧୯୨୮ (child marriage Restraint Act)
[ଦ୍ରଷ୍ଟବ୍ୟ —ଏହି ଆଇନଦ୍ୱାରା ବାଳକ ୧୮: ବର୍ଷରୁ କମ ବୟସରେ ଓ ବାଳିକା ୧୪: ବର୍ଷରୁ କମ ବୟସରେ ବିବାହ କରି ପାରିବେ ନାହିଁ ଏହି ଆଇନ୍ ନ ମାନି ସନ୍ତାମାନଙ୍କୁ ବିବାହ ଦେଲେ ଅଭିଭାବକ, ଅଥବା ସାବାଳଗ ବିବାହକାରୀ ବା ବିବାହର ଯୋଗଡ଼ କରିବା ଲୋକଙ୍କୁ ଏକ ମାସ ଅଶ୍ରମ କାରାଦଣ୍ଡ ଏବଂ ଏକ ବଜାର ଟଙ୍କା ପର୍ଯ୍ୟନ୍ତ କରିମାନା ହେବ]