Jump to content

ଶାରଦିକ

ଉଇକିଅଭିଧାନ‌ରୁ

ଶାରଦିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶରଦ୍+ଇକ)

[ସମ୍ପାଦନା]
୧. ଶରତ୍ଋତୁରେ ହେବା ଜ୍ୱର (ହିନ୍ଦୀ - ଶ) —୧. Autumnal fever
୨. ରୋଗ (ହିନ୍ଦୀ - ଶ) —୨. Disease.
୩. ଶ୍ରାଦ୍ଧ (ହିନ୍ଦୀ - ଶ) ୩. Rice-offerings to the manes.