ଶାରଦ ଯାବନାଳ
ଶରତ୍କାଳରେ ଉତ୍ପନ୍ନ ବାଜରା —A sort of autumnal maize.
[ଦ୍ରଷ୍ଟବ୍ୟ —ଏହା ମଧୁରରସ, ଶୀତଳ, ଗୁରୁପାକ, ପିଚ୍ଛଳ. ଶ୍ଳେଷ୍ମାବର୍ଦ୍ଧକ, ଶୁକ୍ରଜନକ, ବଳକର ଓ ପୁଷ୍ଟିକର ]