ଶାରିକା
ଦେଖଣା
ଶାରିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶାରି+କ+ଆ)
[ସମ୍ପାଦନା]- ୧. ମଇନା ପକ୍ଷୀ —୧. Hill myna.
- ୨. ସତରଞ୍ଜ ବା ପଶାଖେଳ (ହିନ୍ଦୀ - ଶ) — ୨. The game of dice.
- ୩. ଶାରଙ୍ଗୀ ଆଦି ବଜାଇବା କମାଣୀ (ହିନ୍ଦୀ - ଶ) — ୩. A bow to set stringed instruments to music.
- ୪. ବୀଣା ବା ଶାରଙ୍ଗୀ ଆଦି ବାଦନ କର୍ମ (ହିନ୍ଦୀ - ଶ) — ୪. playing on the harp.
- ୫. ଦୁର୍ଗା (ହିନ୍ଦୀ - ଶ) —୫. Durgā.