ଶାରିବା
ଦେଖଣା
ଶାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶାରିବା
|
ସଂସ୍କୃତ - ବି—(ବୈଦ୍ୟକ)
[ସମ୍ପାଦନା]- ୧. ସୁଆଁଲଇ; ଶ୍ୟମାଲତା; କୃଷ୍ଣ ଶାରିବା —୧. Indian sarsaparilla.
- ୨. ଚେମିଡ଼ି ଲଇ; ଶୁକ୍ଳଶାରିବା (ଲତା); ଅନନ୍ତ ମୂଳ —୨. Indian sarsaparilla; Hemidesmus Indicus.
[ଦ୍ରଷ୍ଟବ୍ୟ —ଉଭୟ ଶାରି— ବାର ପତ୍ର ଯାମୁପତ୍ର ପରି; କିନ୍ତୁ ଶୁକ୍ଳ ଶାରିବା ପତ୍ର ଉପରେ ଧଳା ଦାଗ— ମାନ ଥାଏ; ଏଥୁର ମୂଳ ଔଷଧରେ ବ୍ୟବହୃତ ହୁଏ ]
- ୩. ଜବାସ; ଦୁରାଲଭା (ହିନ୍ଦୀ - ଶ) —Fogonia Arabica (plant).