Jump to content

ଶାରୀର

ଉଇକିଅଭିଧାନ‌ରୁ

ଶାରୀର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଶରୀର+ସମ୍ୱନ୍ଧାର୍ଥେ ଅ)

[ସମ୍ପାଦନା]
୧. ଶରୀର ସମ୍ଭନ୍ଧୀୟ; ଦୈହିକ —Relating to the body; corporal; bodily.
୨. ଦେହଜାତ —୨. Born of the body.

ବିଶେଷ୍ୟ -

[ସମ୍ପାଦନା]
୧. ଜୀବାତ୍ମା — ୧. The vital Force inside the body.
୨. ବୃଷ —୨. A bull.
୩. ବେଦାନ୍ତସୁତ୍ର ୩. A maxim of the Bedānta philosophy;
୪. ଶରୀର ପ୍ରତି ହେବା ଦୁଃଖ —୪. The troubles to which the body is subject.

[ଦ୍ରଷ୍ଟବ୍ୟ —ଏହା ତିନିପ୍ରକାର, ଅଧ୍ୟତ୍ମିକ, ଆଧିଦୈବିକ ଓ ଆଧିଭୌତିକ ]