Jump to content

ଶାରୁକ

ଉଇକିଅଭିଧାନ‌ରୁ

ଶାରୁକ

ଉଚ୍ଚାରଣ

[ସମ୍ପାଦନା]
[ଶାରୁକା—ସ୍ତ୍ରୀ] 

=== ସଂସ୍କୃତ - ବିଶେଷଣ - ପୁଂ—(ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଉକ)

୧. ହିଂସ୍ର —୧. Revengeful; spiteful; mischievous.
୨. ହତ୍ୟାକର; ଘାତକ — ୨. Murderous.