ଶାର୍ଙ୍ଗଧର
ଦେଖଣା
ଶାର୍ଙ୍ଗଧର
ଉଚ୍ଚାରଣ
[ସମ୍ପାଦନା]ଶାର୍ଙ୍ଗଧାରୀ, ଶାର୍ଙ୍ଗଧନ୍ୱା, ଶାର୍ଙ୍ଗଭୃତ, ଶାର୍ଙ୍ଗାୟୁଧଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶାର୍ଙ୍ଗ+ଧୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବିଷ୍ଣୁ — ୧. Bishṇu.
- ୨. ଧନୁର୍ଦ୍ଧାରୀ ବ୍ୟକ୍ତି (ବିଶ୍ୱକୋଷ) —୨. An archer.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ —A name given to males.