ଶାର୍ଙ୍ଗରବ
ଦେଖଣା
ଶାର୍ଙ୍ଗରବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶୃଙ୍ଗରବ+ଅ)
[ସମ୍ପାଦନା]ଶୃଙ୍ଗରବ ଋଷିଙ୍କ ଗୋତ୍ରଜ ବ୍ୟକ୍ତି — A person descended from Ṡṛuṅgaraba sage.
[ଦ୍ରଷ୍ଟବ୍ୟ —କାଲିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକରେ ଶକୁନ୍ତଳାଙ୍କ ସଙ୍ଗେ ଦୁଷ୍ମନ୍ତଙ୍କ ରାଜ— ସଭାକୁ କଣ୍ୱଙ୍କର ଯେଉଁ ଶିଷ୍ୟଦ୍ୱୟ ଯାଇଥିଲେ, ତାଙ୍କ ମଧ୍ୟରୁ ଶାର୍ଙ୍ଗରବ ଜଣେ]