ଶାର୍ଦ୍ଦୂଳ ବିକ୍ରୀଡ଼ିତ
ଦେଖଣା
ଶାର୍ଦ୍ଦୂଳ ବିକ୍ରୀଡ଼ିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଊନବିଂଶତ୍ୟକ୍ଷର ଯୁକ୍ତ ସଂସ୍କୃତ ଛନ୍ଦୋବିଶେଷ —୧. A metre of ୧୯ syllables.
[ଦ୍ରଷ୍ଟବ୍ୟ —ଏଥିର କ୍ରମ—ମଗଣ, ସଗଣ, ଜଗଣ, ସଗଣ, ତଗଣ, ତଗଣ ଓ ଏକଗୁରୁ ବର୍ଣ୍ଣ ଏଥିର ଦ୍ୱାଦଶ ଓ ଶେଷାକ୍ଷରରେ ଯତିପାତ ହୁଏ ଏଥିର ୪ର୍ଥ, ୫ମ, ୭ମ, ୯ମ, ୧ମ, ୧୧ଶ, ୧୫ଶ ଓ ୧୮ଶ ବର୍ଣ୍ଣ ଲଘୁ ଓ ଅନ୍ୟ ବର୍ଣ୍ଣମାନ ଗୁରୁ ଏଥିର ବଚନ— ମାର୍ତ୍ତର୍ଣେ ର୍ମୁନିଭିଶ୍ଚ ଯନ୍ତ୍ର ବିକତିଃ ପୂର୍ଣ୍ଣେନ୍ଦ୍ର ବିମ୍ୱାନନେ? ତଦ୍ୱୃତ୍ତଂ ପ୍ରବଦନ୍ତି କାବ୍ୟରସିକାଃ ଶାର୍ଦ୍ଦୂଳବିକ୍ରୀଡ଼ିତ. "
- ୨. ବ୍ୟାଘ୍ରର କ୍ରୀଡ଼ା (ବିଶ୍ୱକୋଷ) —୨. The playing frolicing of a tiger.